Sunday, November 1, 2026
ADVERTISEMENT
Home ଆଞ୍ଚଳିକ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା।

ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା।

160
ADVERTISEMENT

ନୀଳଗିରି,୦୫/୧୧(ଡି.ଏଚ ବ୍ୟୁରୋ):-ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅଧୀନସ୍ଥ ୬ ନମ୍ବର୍ ୱାର୍ଡ ମଙ୍ଗଳା ମନ୍ଦିର ଗଳି ପାହାଡ଼ ନିକଟରେ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। କିଛି ଲୋକ ଏକ ପଲିଥିନ ଭିତରେ ଶିଶୁକନ୍ୟା ଟି ପଡ଼ିଥିବା ଦେଖିବାକୁ ପାଇଥିଲେ । ଏବଂ ଶିଶୁକନ୍ୟାର ଉତ୍ତମ ଚିକିତ୍ସା ପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ।

Advertisement