Sunday, November 1, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ସଦର ଥାନା ଅଧୀନ ବଘିଆପଡ଼ା ଫାଣ୍ଡିର ଡିଭିଏଫ୍ କନେଷ୍ଟବଳ ହରିଶ୍ଚନ୍ଦ୍ର...

ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ସଦର ଥାନା ଅଧୀନ ବଘିଆପଡ଼ା ଫାଣ୍ଡିର ଡିଭିଏଫ୍ କନେଷ୍ଟବଳ ହରିଶ୍ଚନ୍ଦ୍ର ସାହୁ l

158
ADVERTISEMENT

ବୌଦ୍ଧ,o୨/୧୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ସଦର ଥାନା ଅଧୀନ ବଘିଆପଡ଼ା ଫାଣ୍ଡିର ଡିଭିଏଫ୍ କନେଷ୍ଟବଳ ହରିଶ୍ଚନ୍ଦ୍ର ସାହୁ l ସେ ଗଞ୍ଜେଇ ଚାଷ କରୁଥିବା ଗଞ୍ଜେଇ ମାଫିଆଙ୍କଠାରୁ ୬ ଲକ୍ଷ ଟଙ୍କା ଆଦାୟ କରିଥିବାବେଳେ ଭିଜିଲାନ୍ସ ବିଭାଗ ୬ ଲକ୍ଷ ଟଙ୍କା ସହ ପିସ୍ତଲ ଜବତ କରି ଏ ବିଷୟରେ ତଦନ୍ତ ଆରମ୍ଭ କରିଛି ।

Advertisement