Sunday, November 1, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର କେ. ନୂଆଗାଁ ଥାନା ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରି ୯ଜଣ ଅଭିଯୁକ୍ତଙ୍କୁ...

ବ୍ରହ୍ମପୁର କେ. ନୂଆଗାଁ ଥାନା ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରି ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମାରଣାସ୍ତ୍ର ଜବତ କରିଛି ।

122
ADVERTISEMENT

ବ୍ରହ୍ମପୁର,୨୭/୧୦(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର କେ. ନୂଆଗାଁ ଥାନା ପୋଲିସଏକ ଅପହରଣ ମାମଲାର ତଦନ୍ତ କରି ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ, ୫ ରାଉଣ୍ଡ୍ ଗୁଳି ଓ ୩ଟି ଖଣ୍ଡା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର କୁନା ପ୍ରଧାନ, ପୁଡ଼ୁଗେଶ୍ବରପଲ୍ଲୀର ଆଦିତ୍ୟ ନାହାକ, ତେନ୍ତୁଆପଡ଼ାର ଲାଲୁ ପ୍ରସାଦ ସେଠୀ, ଜକର ଗ୍ରାମର ରାଜୁ ଗୌଡ଼, କୁମରଡ଼ାର ଆସିଫ୍ ଖାନ୍ ଓ କୃଷ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବଡ଼ଡୁମୁଳା ଗ୍ରାମର ପ୍ରସାଦ ଗୌଡ଼, ଜରଡ଼ା ଥାନା ଅଂଚଳର ସଂଜୟ କୁମାର ରଣା ଏବଂ ଆସିକା କୋଟିନଡ଼ାର ରୋଶନ ମହାନ୍ତି ।

Advertisement