ADVERTISEMENT
Home ଆଞ୍ଚଳିକ ଟ୍ରେନ୍ ଧକ୍କାରେ ମାଈ ହାତୀର ମୃତ୍ୟୁ।

ଟ୍ରେନ୍ ଧକ୍କାରେ ମାଈ ହାତୀର ମୃତ୍ୟୁ।

150
ADVERTISEMENT

କେନ୍ଦୁଝର,୨୫/୧୦(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ପଳସା ଗ୍ରାମ ନିକଟରେ ଟ୍ରେନ୍ ଧକ୍କାରେ ମାଈ ହାତୀର ମୃତ୍ୟୁ। ମାଈ ହାତୀଟି ଟ୍ରେନ ଲାଇନ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ ତାକୁ ଧକ୍କା ଦେଇଥିଲା। ଫଳରେ ହାତୀଟିର ମୃତ୍ୟୁ ଘଟିଥିଲା। ଆଉ ଏକ ଦନ୍ତା ହାତୀ ଟ୍ରେନ ଲାଇନରେ ପଡ଼ି ଅଳ୍ପକେ ବଞ୍ଚି ଯାଇଥିବା ସୂଚନା ।

Advertisement