ରାଜ୍ୟ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଦୁଇ ମାଓବାଦୀ ନିହତ । By DuniaHalchal - October 22, 2023 117 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୨୨/୧୦(ଡି.ଏଚ ବ୍ୟୁରୋ):-ଓଡ଼ିଶା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ବଡ଼ଧରଣର ଏନକାଉଣ୍ଟର । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଦୁଇ ମାଓବାଦୀ ନିହତ । ଏବଂ ଘଟଣାସ୍ଥଳରୁ ଦୁଇଟି ବିଦେଶୀ ବନ୍ଧୁକ ସହ ଅନ୍ୟାନ୍ୟ ମାଓସାମଗ୍ରୀ ଜବତ । Advertisement