ADVERTISEMENT
Home ଆଞ୍ଚଳିକ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ୍ ଧର୍ମଘଟକୁ ସ୍ଥଗିତ ରଖିବା ଲାଗି ଘରୋଇ ବସ୍...

ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ୍ ଧର୍ମଘଟକୁ ସ୍ଥଗିତ ରଖିବା ଲାଗି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଘୋଷଣା ।

123
ADVERTISEMENT

ଭୁବନେଶ୍ୱର,୨୧/୧୦(ଡି.ଏଚ ବ୍ୟୁରୋ):-ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ୍ ଧର୍ମଘଟକୁ ସ୍ଥଗିତ ରଖିବା ଲାଗି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଘୋଷଣା । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଆସନ୍ତା ୩୧ ଯାଏ ଧର୍ମଘଟ ସ୍ଥଗିତ ରହିଲା ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ରାତିରୁ ହିଁ ବସ୍ ଚଳାଚଳ ସ୍ବାଭାବିକ ହୋଇଯାଇଛି। ଏବଂବିଭିନ୍ନ ସ୍ଥାନରୁ ଦୂରଗାମୀ ବସ୍ଗୁଡ଼ିକ ଯାତ୍ରା ଆରମ୍ଭ କରିଦେଇଛନ୍ତି।

Advertisement