Thursday, August 20, 2026
ADVERTISEMENT
Home ଆଞ୍ଚଳିକ କ୍ୟାବିନେଟରେ ଚାଷୀକୁ ଖୁସି କରିବା ଲାଗି ସରକାର ଏକାଧିକ ନିଷ୍ପତ୍ତି ନେଇଛନ୍ତି।

କ୍ୟାବିନେଟରେ ଚାଷୀକୁ ଖୁସି କରିବା ଲାଗି ସରକାର ଏକାଧିକ ନିଷ୍ପତ୍ତି ନେଇଛନ୍ତି।

150
ADVERTISEMENT

ଭୁବନେଶ୍ୱର,୨୦/୧୦(ଡି.ଏଚ ବ୍ୟୁରୋ):-ଆସନ୍ତା ବର୍ଷ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ରାଜ୍ୟ ସରକାର କସରତ ଆରମ୍ଭ କରିଦେଇଥିବାବେଳେ ଏହି କ୍ରମରେ ଆଜି କ୍ୟାବିନେଟରେ ଚାଷୀକୁ ଖୁସି କରିବା ଲାଗି ସରକାର ଏକାଧିକ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ଜଳସେଚନ, ସାର ସଘନ କୃଷି ଉପରେ ଫୋକସ୍ କରି ଓ ଏ ବାବଦରେ ଏକ ବଡ଼ ବଜେଟ୍ ଖର୍ଚ୍ଚ କରିବା ଲାଗି ସରକାର ପ୍ରୋତ୍ସାହନ ଦେଇଛନ୍ତି ।

Advertisement