Saturday, August 22, 2026
ADVERTISEMENT
Home ଆଞ୍ଚଳିକ ଓଡ଼ିଶାର ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟ ସମେତ ଦିଲ୍ଲୀ, ହରିୟାଣା, କୋଲକାତା, ମୁମ୍ବାଇର ୩୦ଟି ସ୍ଥାନରେ ଇଡିର ଚଢ଼ଉ...

ଓଡ଼ିଶାର ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟ ସମେତ ଦିଲ୍ଲୀ, ହରିୟାଣା, କୋଲକାତା, ମୁମ୍ବାଇର ୩୦ଟି ସ୍ଥାନରେ ଇଡିର ଚଢ଼ଉ ।

120
ADVERTISEMENT

ଭୁବନେଶ୍ବର,୧୭/୧୦(ଡି.ଏଚ ବ୍ୟୁରୋ):-ଭୂଷଣ ଷ୍ଟିଲ ୫୬ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଆଜି (ଇଡି) ଓଡ଼ିଶାର ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟ ସମେତ ଦିଲ୍ଲୀ, ହରିୟାଣା, କୋଲକାତା, ମୁମ୍ବାଇର ୩୦ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ବେଳେ ନଗଦ ୭୨ଲକ୍ଷ ଟଙ୍କା, ୪କୋଟି ମୂଲ୍ୟର ୩ଟି ଦାମୀ କାର୍, ବିଦେଶୀ ମୁଦ୍ରା, ୫୨ଲକ୍ଷର ଚେକ୍ ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଛି।

Advertisement