Thursday, August 20, 2026
ADVERTISEMENT
Home ଖେଳ ଆଜି ଭାରତ ଓ ପାକିସ୍ତାନ ବିଶ୍ବକପ୍ ମୁକାବିଲାରେ ପରସ୍ପରକୁ ଭେଟିବେ।

ଆଜି ଭାରତ ଓ ପାକିସ୍ତାନ ବିଶ୍ବକପ୍ ମୁକାବିଲାରେ ପରସ୍ପରକୁ ଭେଟିବେ।

167
ADVERTISEMENT

ଅହମଦାବାଦ,୧୪/୧୦(ଡି.ଏଚ ବ୍ୟୁରୋ):-ଅହମଦାବାଦ ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଭାରତ ଓ ପାକିସ୍ତାନ ବିଶ୍ବକପ୍ ମୁକାବିଲାରେ ପରସ୍ପରକୁ ଭେଟିବେ। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବାକୁ ଥିବାବେଳେ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ଚଳିତ ବିଶ୍ବକପ ରେ ଦୁଇ ଦଳ ନିଜ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଦୃଢ ମନୋବଳ ସହ ଅହମଦାବାଦ ଆସିଛନ୍ତି।

Advertisement