Saturday, August 22, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନସ୍ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗର ଏଷ୍ଟିମେଟର୍ ରମାକାନ୍ତ ମଲ୍ଲିକ l

ଭିଜିଲାନସ୍ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗର ଏଷ୍ଟିମେଟର୍ ରମାକାନ୍ତ ମଲ୍ଲିକ l

120
ADVERTISEMENT

ଭୁବନେଶ୍ୱର,୩୦/୯(ଡି.ଏଚ ବ୍ୟୁରୋ):-ଭିଜିଲାନସ୍ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗର ଏଷ୍ଟିମେଟର୍ ରମାକାନ୍ତ ମଲ୍ଲିକ l ସେ ଜଣେ ଠିକାଦାରଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ଏବଂ ଭିଜିଲାନ୍ସ ଟିମ ତାଙ୍କ ସରକାରୀ କାର୍ଯ୍ୟାଳୟରେ ଚଢ଼ଉ ଜାରି କରିଥିବା ସୂଚନl l

Advertisement