Saturday, August 22, 2026
ADVERTISEMENT
Home ଆଞ୍ଚଳିକ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗି ପ୍ରତିବାଦ କରିଥିବା ଅଭିଯୋଗରେ ବିଜେପି ବିଧାୟକ...

ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗି ପ୍ରତିବାଦ କରିଥିବା ଅଭିଯୋଗରେ ବିଜେପି ବିଧାୟକ ନିଲମ୍ବନ ।

124
ADVERTISEMENT

ଭୁବନେଶ୍ୱର,୨୯/୯(ଡି.ଏଚ ବ୍ୟୁରୋ):-ବିଧାନସଭା ଗୃହରେ ବିଜେପି ବିଧାୟକମାନଙ୍କର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗି ପ୍ରତିବାଦ କରିଥିବା ଅଭିଯୋଗରେ ବାଚସ୍ପତି ବିଜେପି ବିଧାୟକ ଦଳର ମୋହନ ଚରଣ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଚଳିତ ବିଧାନସଭା ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି।

Advertisement