Friday, October 30, 2026
ADVERTISEMENT
Home ଆଞ୍ଚଳିକ ନଦୀକୁ ଡେଇଁ ନିଖୋଜ ଥିବା ଵାପ ଝିଅଙ୍କ ମଧ୍ୟରୁ ବାପାଙ୍କର ମୃତଦେହ ଉଦ୍ଧାର ହୋଇଛି।

ନଦୀକୁ ଡେଇଁ ନିଖୋଜ ଥିବା ଵାପ ଝିଅଙ୍କ ମଧ୍ୟରୁ ବାପାଙ୍କର ମୃତଦେହ ଉଦ୍ଧାର ହୋଇଛି।

157
ADVERTISEMENT

ଭଣ୍ଡାରିପୋଖରୀ,୨୯/୯(ଡି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁ ନିଖୋଜ ଥିବା ଵାପ ଝିଅଙ୍କ ମଧ୍ୟରୁ ବାପା ଚନ୍ଦନ ସାହୁଙ୍କର ମୃତଦେହ ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢାନଦୀରୁ ଉଦ୍ଧାର ହୋଇଛି। ଏବଂ କୁନିଝିଅର ପତ୍ତା ମିଳିନି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଖୋଜାଖୋଜି ଜାରି ରହିଛି।

Advertisement