ବରଗଡ଼,୨୫/୯(ଡି.ଏଚ ବ୍ୟୁରୋ):-ବରଗଡ଼ ପୁଲିସ୍ କବଜାରେ ଅଭିନବ ଢଙ୍ଗରେ ଠକେଇ କରୁଥିବା ଅନ୍ତଃରାଜ୍ୟ ଗ୍ୟାଙ୍ଗର ୧୩ଜଣ ଲୁଟେରା । ଗିରଫ ଅଭିଯୁକ୍ତମାନେ ପଶ୍ଚିମବଂଗର ହୋଇଥିବାବେଳେ ସେମାନଙ୍କ ପାଖରୁ ୨୩ଟି ମୋବାଇଲ,୧ ଲକ୍ଷ ୯୫ ହଜାର ୬୪୦ ଟଙ୍କା, ଗୋଟିଏ କାର୍, ୪ଟି ଲାପ୍ଟପ୍, ନକଲି ଦସ୍ତାବିଜ, ଦୁଇଟି ଚେକ୍, ନକଲି ପରିଚୟପତ୍ର ଆଦି ଜବତ ହୋଇଛି।