Friday, October 30, 2026
ADVERTISEMENT
Home ଆଞ୍ଚଳିକ ପୂର୍ଣ୍ଣଚନ୍ଦ୍ରଙ୍କୁ ବ୍ରହ୍ମପୁର କଂଗ୍ରେସ ଲୋକସଭା ମଣ୍ଡଳୀର ସହ ସଂଯୋଜକ ଦାୟିତ୍ୱ ପ୍ରଧାନ l

ପୂର୍ଣ୍ଣଚନ୍ଦ୍ରଙ୍କୁ ବ୍ରହ୍ମପୁର କଂଗ୍ରେସ ଲୋକସଭା ମଣ୍ଡଳୀର ସହ ସଂଯୋଜକ ଦାୟିତ୍ୱ ପ୍ରଧାନ l

223
ADVERTISEMENT

କୁକୁଡାଖଣ୍ଡି:୨୧/୯(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ସହ ସଂଯୋଜକ ପଦବି ପୂରଣ କରିଛି ରାଜ୍ୟ ପିସିସି କାର୍ଯ୍ୟକର୍ତ୍ତା ମଣ୍ଡଳୀ ବ୍ରହ୍ମପୁର ଲୋକ ସେବା ମଣ୍ଡଳୀ ସହ ସଂଯୋଜକ ଭାବେ କୁକୁଡାଖଣ୍ଡି ଗ୍ରାମ ର ପୂର୍ଣ୍ଣଚନ୍ଦ୍ର ଙ୍କୁ ଦାୟିତ୍ୱ ପ୍ରଧାନ କରାଯାଇଛି l ସେ ପୂର୍ବରୁ ସୋସିଆଲ ମିଡ଼ିଆ ଦଳ ନିମନ୍ତେ ଦାୟିତ୍ୱ ତୁଲାଇଆସୁଥିଲେ l ତାଙ୍କୁ ପିସିସି ରାଷ୍ଟ୍ରୀୟ ଯୁବ କଂଗ୍ରେସ ପକ୍ଷରୁ ବ୍ରହ୍ମପୁର କାର୍ଯ୍ୟ ସମ୍ପାଦନ ସହ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ଘର ରହିଥିବା ବେଳେ କଂଗ୍ରେସ ନିମନ୍ତେ କାର୍ଯ୍ୟ କରିବେ ଯୁବନେତା ଇପିଲି ପୂର୍ଣ୍ଣଚନ୍ଦ୍ର ଙ୍କୁ ବ୍ରହ୍ମପୁର କଂଗ୍ରେସ ଲୋକସଭାର ସୋସିଆଲ୍ ମିଡିଆ ସହସଂଯୋଜକ ଭାବେ ଅନୁମୋଦନ ମିଳିଛି। ଏହି ଦାୟିତ୍ବ ମିଳିବା ପରେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଡ଼ଗେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି, ପିସିସି ସଭାପତି ଶରତ ପଟ୍ଟନାୟକ, ଲୋକସଭା ସୋସିଆଲ୍ ମିଡିଆ ସଭାପତି ଜଗତ ଜୀବନ ମହାନ୍ତି ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା , କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପି ଶିବପ୍ରସାଦ ଦୋରା,ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଓ ଉପସଭାପତି ଓ ସମ୍ପାଦକଙ୍କୁ ସାଧୁବାଦ ଜଣାଇଛନ୍ତି।

Advertisement