Thursday, August 20, 2026
ADVERTISEMENT
Home ଆଞ୍ଚଳିକ ସୁନ୍ଦରଗଡ଼ରେ ପୁଣି ୭ଜଣ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ।

ସୁନ୍ଦରଗଡ଼ରେ ପୁଣି ୭ଜଣ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ।

157
ADVERTISEMENT

ସୁନ୍ଦରଗଡ଼,୨୦/୯(ଡି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ରେ ପୁଣି ୭ଜଣ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ। ଗତକାଲି ୩୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦କୁ ବୃଦ୍ଧି। ଅନ୍ୟପଟେ ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଥିବା ସୂଚନା l

Advertisement