Saturday, August 22, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳରେ ଜମି ଦେବା ନାଁରେ ଜାଲିଆତି କରିଥିବା ନେଇ ସବ୍ରେଜିଷ୍ଟ୍ରର ଅଫିସର...

ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳରେ ଜମି ଦେବା ନାଁରେ ଜାଲିଆତି କରିଥିବା ନେଇ ସବ୍ରେଜିଷ୍ଟ୍ରର ଅଫିସର ମୁଖ୍ୟ କିରାଣି ସମେତ ୫ଜଣ ଗିରଫ ।

134
ADVERTISEMENT

ଭୁବନେଶ୍ୱର,୦୫/୯(ଡି.ଏଚ୍ ବ୍ୟୁରୋ):-ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳରେ ଜମି ଦେବା ନାଁରେ ଜାଲିଆତି କରିଥିବା ନେଇ କମିସନରେଟ୍ ପୁଲିସ ସବ୍ରେଜିଷ୍ଟ୍ରର ଅଫିସର ମୁଖ୍ୟ କିରାଣି ସମେତ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ କିରାଣି ପୁରୀ ଜିଲ୍ଲା ବାସେଳି ସାହିର ସଞ୍ଜୟ ଷଡ଼ଙ୍ଗୀ (୫୭), ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳର ବିଶ୍ୱଜିତ ବେହେରା (୨୪), କଟକ ତୁଳସୀପୁରର ବିକାଶ ଚନ୍ଦ୍ର ପଣ୍ଡା (୫୩), ଜଗତପୁରର ସୀମାଞ୍ଚଳ ମହାନ୍ତି (୬୨) ଓ ଚୌଦ୍ବାରର ପ୍ରସନ୍ନ ମିଶ୍ର (୫୮)। ଏବଂ ସେମାନଙ୍କ ଠାରୁ ଜାଲ୍ ପଟ୍ଟା, ସିଲ୍, ପରିଚୟପତ୍ର, କାଗଜପତ୍ର ଆଦି ଜବତ ।

Advertisement