ଵ୍ରହ୍ମପୁର ଗୋଷଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗରସ୍ଥିତ ଘରେ ଡାକ୍ତରଙ୍କ ଆତ୍ମହତ୍ୟା।

128
ADVERTISEMENT

ଵ୍ରହ୍ମପୁର,୦୫/୯(ଡି.ଏଚ୍ ବ୍ୟୁରୋ):-ଵ୍ରହ୍ମପୁର ଗୋଷଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗରସ୍ଥିତ ଶ୍ବଶୁର ଘରେ ଡାକ୍ତର ସୁରେନ୍ଦ୍ର କୁମାର ରଥଙ୍କ ବେକରେ ବେଡସିଟ ବାନ୍ଧି ଆତ୍ମହତ୍ୟା। ସୁରେନ୍ଦ୍ରଙ୍କ ଘର ରାୟଗଡା ଅଂଚଳର ହୋଇଥିବା ବେଳେ ସେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ମେଡ଼ିସିନ ବିଭାଗରେ ଡାକ୍ତର ଥିଲେ। ଏବଂ ଘରୋଇ କଳହକୁ କେନ୍ଦ୍ର କରି ଡାକ୍ତର ଜଣକ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଥିବା ସୂଚନା ।

Advertisement