Tuesday, October 27, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ତ କୁସୁମୀ ବ୍ଲକ୍ ଅଧୀନ ଜୟପୁର ସର୍କଲର ରାଜସ୍ବ...

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ତ କୁସୁମୀ ବ୍ଲକ୍ ଅଧୀନ ଜୟପୁର ସର୍କଲର ରାଜସ୍ବ ନିରୀକ୍ଷକ ରାକେଶ କୁମାର ପାତ୍ର।

162
ADVERTISEMENT

ରାଇରଙ୍ଗପୁର,୦୨/୯(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ତ କୁସୁମୀ ବ୍ଲକ୍ ଅଧୀନ ଜୟପୁର ସର୍କଲର ରାଜସ୍ବ ନିରୀକ୍ଷକ ରାକେଶ କୁମାର ପାତ୍ର। ସେ ଜମି ମାପ ଓ ଚିହ୍ନଟ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତ l ଏବଂ ଭିଜିଲାନ୍ସ ଟିମ ତାଙ୍କ ଜୟପୁରସ୍ଥିତ ଆରଆଇ ଅଫିସ, ରାଇରଙ୍ଗପୁରସ୍ଥିତ ସରକାରୀ କ୍ବାର୍ଟର୍ସ ଓ ବାରିପଦା ମୁର୍ଗାବାଡ଼ିସ୍ଥିତ ଘରେ ଚଢ଼ଉ ଜାରି ରଖିଛି।

Advertisement