Saturday, August 22, 2026
ADVERTISEMENT
Home ଆଞ୍ଚଳିକ ସରକାରୀ ଚାକିରି ଦେବା ନାଁରେ ଲୁଟ l

ସରକାରୀ ଚାକିରି ଦେବା ନାଁରେ ଲୁଟ l

148
ADVERTISEMENT

ଭୁବନେଶ୍ୱର,୦୧/୯(ଡି.ଏଚ୍ ବ୍ୟୁରୋ):-ସରକାରୀ ଚାକିରି ଦେବା ନାଁରେ ଲୁଟ l ଭୁବନେଶ୍ବର ଖଣ୍ଡଗିରି ଥାନା ପୁଲିସ ସରକାରୀ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ତୀର୍ଥ କୁମାର ଜଟି ହୋଇଥିବାବେଳେ ପୁଲିସ ତା’ଠାରୁ ଅନେକ ଜାଲ୍ କାଗଜପତ୍ର ମଧ୍ୟ ଜବତ କରିଛି।

Advertisement