ଭଦ୍ରକ,୧୭/୮(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ସୁନନ୍ଦା ଦାସ ଓ ସୁପରଭାଇଜର ସୁଲୋଚନା ବେହେରା। ଉଭୟ ଭଦ୍ରକ ବ୍ଳକ୍ ବଣିଆ ପଞ୍ଚାୟତ ସରଗଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ଆବେଦନକାରୀ ଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।