ବିରୁପା ନଦୀରେ ମହିଳା ଲୁଗା ସଫା କରୁଥିବା ବେଳେ ଟାଣି ନେଲା କୁମ୍ଭୀର।

144
ADVERTISEMENT

ବରୀ ଆମଠପୁର,୧୬/୮(ଡି.ଏଚ୍ ବ୍ୟୁରୋ):-ଯାଜପୁର ଜିଲ୍ଲା ବରୀ ଆମଠପୁରରେ ଅଘଟଣ । ସ୍ଥାନୀୟ ବିରୁପା ନଦୀରେ ଜଣେ ମହିଳା ଲୁଗା ସଫା କରୁଥିବା ବେଳେ ଟାଣି ନେଲା କୁମ୍ଭୀର। ପରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ କୁମ୍ଭୀର ପୁରା ଶରୀରକୁ ଖାଇ ଦେଇଥିବା ବେଳେ କେବଳ ବାମ ପଟ ଗୋଡ଼କୁ ଛାଡ଼ି ଦେଇଥିଲା। ଫଳରେ ଏହି ଦୃଶ୍ୟକୁ ସ୍ଥାନୀୟ ଲୋକ ଦେଖି ଆଶ୍ଚମ୍ବିତ ହୋଇପଡିଛନ୍ତି।

Advertisement