Thursday, August 20, 2026
ADVERTISEMENT
Home ଆଞ୍ଚଳିକ ରେଲୱେ ଚାକିରି କରାଇ ଦେବା ନାଁରେ ୩ ଲକ୍ଷ ଟଙ୍କା ଠକିଥିବା ନେଇ ଭୁବନେଶ୍ବର ମଞ୍ଚେଶ୍ବର...

ରେଲୱେ ଚାକିରି କରାଇ ଦେବା ନାଁରେ ୩ ଲକ୍ଷ ଟଙ୍କା ଠକିଥିବା ନେଇ ଭୁବନେଶ୍ବର ମଞ୍ଚେଶ୍ବର ଥାନା ପୁଲିସ ଜଣେ ବରଖାସ୍ତ ପୁଲିସ କର୍ମଚାରୀକୁ ଗିରଫ କରିଛି।

151
ADVERTISEMENT

ଭୁବନେଶ୍ବର ,୧୪/୮(ଡି.ଏଚ୍ ବ୍ୟୁରୋ):-ରେଲୱେ ଚାକିରି କରାଇ ଦେବା ନାଁରେ ୩ ଲକ୍ଷ ଟଙ୍କା ଠକିଥିବା ନେଇ ଭୁବନେଶ୍ବର ମଞ୍ଚେଶ୍ବର ଥାନା ପୁଲିସ ଜଣେ ବରଖାସ୍ତ ପୁଲିସ କର୍ମଚାରୀକୁ ଗିରଫ କରିଛି। ସେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡ଼ା ଅଞ୍ଚଳର କାହ୍ନୁ ଚରଣ ସ୍ବାଇଁ ହୋଇଥିବା ବେଳେ ପୁଲିସ ତାଙ୍କଠାରୁ ଜାଲ୍ ନିଯୁକ୍ତି ପତ୍ର ଏବଂ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।

Advertisement