Saturday, August 22, 2026
ADVERTISEMENT
Home ଖେଳ ଭାରତ ଚତୁର୍ଥ ଥର ଲାଗି ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ବିଜୟ ହାସଲ କରିଛି।

ଭାରତ ଚତୁର୍ଥ ଥର ଲାଗି ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ବିଜୟ ହାସଲ କରିଛି।

161
ADVERTISEMENT

ଚେନ୍ନାଇ,୧୩/୮(ଡି.ଏଚ୍ ବ୍ୟୁରୋ):-ଚମତ୍କାର ପ୍ରତ୍ୟାବର୍ତନ ସହିତ ଭାରତ ଚତୁର୍ଥ ଥର ଲାଗି ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ବିଜୟ ହାସଲ କରିଛି। ଗତକାଲି ସ୍ଥାନୀୟ ମେୟର ରାଧାକ୍ରିଷ୍ଣନ୍ ହକି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ରେ ଭାରତ ୧-୩ ଗୋଲରେ ପଛରେ ପଡ଼ିଥିଲେ ମଧ୍ୟ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରିଛି।

Advertisement