Thursday, August 20, 2026
ADVERTISEMENT
Home ଆଞ୍ଚଳିକ ବାଲିପାଟଣା ଥାନା ଅନ୍ତର୍ଗତ ବରଦାପଡ଼ା ରାସ୍ତାରେ ଅନ୍ନପୂର୍ଣ୍ଣା ଫାଇନାନ୍ସ, ବାଳକାଟି ଶାଖାର ମହିଳା କର୍ମଚାରୀଙ୍କୁ ଠାରୁ...

ବାଲିପାଟଣା ଥାନା ଅନ୍ତର୍ଗତ ବରଦାପଡ଼ା ରାସ୍ତାରେ ଅନ୍ନପୂର୍ଣ୍ଣା ଫାଇନାନ୍ସ, ବାଳକାଟି ଶାଖାର ମହିଳା କର୍ମଚାରୀଙ୍କୁ ଠାରୁ ଟଙ୍କା ଲୁଟି ।

192
ADVERTISEMENT

ବାଲିପାଟଣା,୧୩/୮(ଡି.ଏଚ୍ ବ୍ୟୁରୋ):-ବାଲିପାଟଣା ଥାନା ଅନ୍ତର୍ଗତ ବରଦାପଡ଼ା ରାସ୍ତାରେ ଅନ୍ନପୂର୍ଣ୍ଣା ଫାଇନାନ୍ସ, ବାଳକାଟି ଶାଖାର ମହିଳା କର୍ମଚାରୀଙ୍କୁ ଠାରୁ ଟଙ୍କା ଲୁଟି । ଦୁର୍ବୃତ୍ତମାନେ ଗ୍ଲାମର ବାଇକରେ ଆସି ମହିଳା କର୍ମଚାରୀ ପ୍ରଜ୍ଞା ଦାସ ଙ୍କୁ ଭୁଜାଲି ଦେଖାଇ ୧୮,୮୫୦ ଟଙ୍କା ନେଇ ଚମ୍ପଟ ମାରିଛନ୍ତି l ଏନେଇ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ମହିଳା କର୍ମଚାରୀ ।

Advertisement