Saturday, August 22, 2026
ADVERTISEMENT
Home ଆଞ୍ଚଳିକ ମଣିପୁରରେ ଓଡ଼ିଆ ଯବାନ ସହିଦ l

ମଣିପୁରରେ ଓଡ଼ିଆ ଯବାନ ସହିଦ l

114
ADVERTISEMENT

ଭୁବନେଶ୍ୱର,୧୩/୮(ଡି.ଏଚ୍ ବ୍ୟୁରୋ):-ମଣିପୁରରେ ଓଡ଼ିଆ ଯବାନ ସହିଦ l ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବାଘପାଲି ଗ୍ରାମର ଯବାନ ନୀଳାଞ୍ଚଳ ପଟେଲ ଆସାମ୍ ରାଇଫଲ ରେ କାର୍ଯ୍ୟରତ ଥିବାବେଳେ ଗାଡ଼ି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି l ସେ ୨୦୦୪ ମସିହାରେ ଆସାମ ରାଇଫଲ ରେ ଯୋଗଦାନ କରିଥିଲେ।ଫଳରେ ଏହି ଘଟଣାଟି ସାରା ଗାଁକୁ ସ୍ତବ୍ଧ କରି ଦେଇଛି।

Advertisement