ଝାଡ଼ଖଣ୍ଡ,୧୨/୮(ଡି.ଏଚ୍ ବ୍ୟୁରୋ):-ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା କୋହ୍ଲାଣ ଜଙ୍ଗଲରେ ନକ୍ସଲ ଓ ସିଆର୍ପିଏଫ୍ ଯବାନଙ୍କ ମଧ୍ୟ ଗୁଳି ବିନିମୟ । ଗୁଳିକାଣ୍ଡରେରେ ସିଆର୍ପିଏଫ୍ ୬୦ ବାଟାଲିୟନର ହାବିଲଦାର ମୁନ୍ନାଲାଲ୍ ଯାଦବ ଆହତ ହୋଇ ଚିକିତ୍ସିତ ଥିବାବେଳେ ହେଡ୍ କନେଷ୍ଟବଳ ସୁଶାନ୍ତ କୁମାର ଖୁଣ୍ଟିଆ ଗୁରୁତର ହୋଇ ମୃତ ବରଣ କରିଛନ୍ତି । ଏବଂ ହିଂସାକାଣ୍ଡ ପରେ କୋହ୍ଲାଣ ଜଙ୍ଗଲରେ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି।


















