ନକଲି ଯୁକ୍ତଦୁଇ ପ୍ରମାଣପତ୍ର ପ୍ରସ୍ତୁତ କରି ବିକ୍ରି କରିବା ମାମଲାରେ ଦୁଇ ଗିରଫ ।

132
ADVERTISEMENT

ଖୋର୍ଦ୍ଧା,୧୧/୮(ଡି.ଏଚ୍ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ଅଂଚଳରେ ଜାତୀୟ ମୁକ୍ତ ବିଦ୍ୟାଳୟ ନାମରେ ନକଲି ଯୁକ୍ତଦୁଇ ପ୍ରମାଣପତ୍ର ପ୍ରସ୍ତୁତ କରି ବିକ୍ରି କରିବା ମାମଲାରେ ସଦର ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଧୀନ ଚୁଆଁପୁରର କାର୍ତ୍ତିକ ବେରିହା ଓ ଜଟଣୀ ଥାନା ଅଧୀନ ରାମଚନ୍ଦ୍ରପୁରର ମହମ୍ମଦ ସାଜିଦ ହୁସେନ୍ । ଉଭୟ ଏଭଳି ନକଲି ମାଟ୍ରିକ୍ ଓ ଯୁକ୍ତ ଦୁଇ ପ୍ରମାଣ ପତ୍ର ଶତାଧିକ ଲୋକଙ୍କୁ ପ୍ରସ୍ତୁତ କରି ବିକ୍ରି କରୁଥିଲେ ।

Advertisement