Saturday, October 24, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ(ସିଡିପିଓ) ସରୋଜିନୀ ଏକ୍କା ।

ଭିଜିଲାନ୍ସ ଜାଲରେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ(ସିଡିପିଓ) ସରୋଜିନୀ ଏକ୍କା ।

189
ADVERTISEMENT

ଝାରସୁଗୁଡା,o୬/୮(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ(ସିଡିପିଓ) ସରୋଜିନୀ ଏକ୍କା । ଛତୁଆ ପ୍ରସ୍ତୁତି ୟୁନିଟ ପାଇଁ ସେ ଏକ ମହିଳା ସ୍ବୟଂ ସେବକ ସଂଘ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏବଂ ତାଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇଥିଲା ବେଳେ ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ କରିଛି।

Advertisement