Monday, October 26, 2026
ADVERTISEMENT
Home ଆଞ୍ଚଳିକ ଟ୍ରକର ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ୍, ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ଜୀବନ୍ତ ଦଗ୍ଧ।

ଟ୍ରକର ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ୍, ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ଜୀବନ୍ତ ଦଗ୍ଧ।

138
ADVERTISEMENT

ମହୁଲଡିହା,୦୪/୮(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହୁଲଡିହା ଗାଁ ନିକଟରେ ଗୋଟିଏ ଟ୍ରକର ପଛପଟୁ ଅନ୍ୟ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଟ୍ରକରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପୁଲିସ ଓ ଅଗ୍ନିଶମ ବାହୀନି ଜୀବନ୍ତ ଦଗ୍ଧ ଡ୍ରାଇଭରକୁ ଉଦ୍ଧାର କରିଥିଲେ |

Advertisement