Saturday, October 24, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ ଠାରେ ଏକ ପିକ୍ଅପ୍ ଭ୍ୟାନ୍ରୁ ୬ଶହ କେଜି...

ବ୍ରହ୍ମପୁର ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ ଠାରେ ଏକ ପିକ୍ଅପ୍ ଭ୍ୟାନ୍ରୁ ୬ଶହ କେଜି ଓଜନର ଗଂଜେଇ ଜବତ ସହ ଜଣେ ଅଭିଯୁକ୍ତ ଗିରଫ ।

154
ADVERTISEMENT

ବ୍ରହ୍ମପୁର,୦୨/୮(ଇ ରଞ୍ଜନ):-ବ୍ରହ୍ମପୁର ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ ଠାରେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ ବେଳେ ଏକ ପିକ୍ଅପ୍ ଭ୍ୟାନ୍ରୁ ୬ଶହ କେଜି ଓଜନର ଗଂଜେଇ ଜବତ ସହ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣକ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଗ୍ରାମର ହରିଶ ବାରିକ୍ ହୋଇଥିବାବେଳେ ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬୮ଲକ୍ଷ ଟଙ୍କା ହେବ ବୋଲି ଆକଳନ ହୋଇଛି।

Advertisement