Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ବର କ୍ୟାପିଟାଲ୍ ଥାନା ପୁଲିସ ପକ୍ଷରୁ ବାଇକ୍ ଲୁଟେରା ଗ୍ୟାଙ୍ଗ ଠlବ l

ଭୁବନେଶ୍ବର କ୍ୟାପିଟାଲ୍ ଥାନା ପୁଲିସ ପକ୍ଷରୁ ବାଇକ୍ ଲୁଟେରା ଗ୍ୟାଙ୍ଗ ଠlବ l

150
ADVERTISEMENT

ଭୁବନେଶ୍ବର,୦୧/୮(ଡି.ଏଚ୍ ବ୍ୟୁରୋ):-ଭୁବନେଶ୍ବର କ୍ୟାପିଟାଲ୍ ଥାନା ପୁଲିସ ପକ୍ଷରୁ ବାଇକ୍ ଲୁଟେରା ଗ୍ୟାଙ୍ଗ ଠlବ l ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୩୫ଟି ବାଇକ୍, ୪୦ଟି ଜାଲ୍ ନମ୍ବର ପ୍ଲେଟ, ୭ଟି ଜାଲ୍ ଆର୍ସି ଏବଂ ୨୫ଟି ନକଲି ଚାବି ଜବତ ହୋଇଛି।ଏବଂ ସେମାନେ ହେଲେ ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର କ୍ରିଷ୍ଣା ଦାସ,ଖଣ୍ଡପଡ଼ା ଅଞ୍ଚଳର ପ୍ରଭାତ କୁମାର ନାୟକ, ରମେଶ ପୃଷ୍ଟି, ଏବଂ କନ୍ଧମାଳ ଜିଲ୍ଲା ରଇକିଆ ଅଞ୍ଚଳର ଚିକୁଣ୍ଟା ନାୟକ।

Advertisement