ହତ୍ୟା ସନ୍ଦେହ କରି ଶ୍ମଶାନରୁ ଜଣେ ଯୁବତୀଙ୍କ ଶବକୁ ମାଟିତଳୁ ବାହାର କରାଯାଇଛି।

101
ADVERTISEMENT

ବୋରିଗାଁ,୩୧/୭(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଓ ହିଞ୍ଜିଳିକାଟୁ ଥାନା ଅଧୀନ ବୋରିଗାଁ ପଞ୍ଚାୟତ ମହୁଲପଲ୍ଲୀ ଗ୍ରାମ ଶ୍ମଶାନରୁ ଜଣେ ଯୁବତୀଙ୍କ ଶବକୁ ମାଟିତଳୁ ବାହାର କରାଯାଇଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋତାଯାଇଥିବା ସନ୍ଦେହ କରି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି।ଫଳରେ ଉକ୍ତ ଘଟଣାଟି ମହୁଲପଲ୍ଲୀ ଗ୍ରାମରେ ଆଲୋଡ଼ନ ସୃଷ୍ଟି କରିଛି।

Advertisement