Saturday, October 24, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓ କୋଦଳା ପୁଲିସର ମିଳିତ ଚଢ଼ଉ ବେଳେ ଡକାୟତ ଗ୍ୟାଙ୍ଗ୍ ଗିରଫ...

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓ କୋଦଳା ପୁଲିସର ମିଳିତ ଚଢ଼ଉ ବେଳେ ଡକାୟତ ଗ୍ୟାଙ୍ଗ୍ ଗିରଫ ।

118
ADVERTISEMENT

ଗଞ୍ଜାମ,୩୧/୭(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓ କୋଦଳା ପୁଲିସର ମିଳିତ ଚଢ଼ଉ ବେଳେ ଡକାୟତ ଗ୍ୟାଙ୍ଗ୍ ଗିରଫ । ଗ୍ୟାଙ୍ଗ୍ ର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଥିବା ବେଳେ ସେମାନଙ୍କଠୁ ବନ୍ଧୁକ, ଖଣ୍ଡା, ବୋମା ଓ ବାଇକ୍ ଆଦି ଜବତ ହୋଇଛି। ଏବଂ ଅଭିଯୁକ୍ତମାନେ ହେଲେ, ଖଲ୍ଲିକୋଟ ଥାନା ଖୋଜାପଲ୍ଲୀର ବଳରାମ ପରିଡ଼ା (୨୫), କହ୍ନେଇପୁରର ପ୍ରଶାନ୍ତ କୁମାର ସ୍ବାଇଁ (୨୩), କୋଦଳା ଥାନା ଦଣ୍ଡେଶ୍ବର ରୋଡ୍ ର ବିକ୍ରମ ସାହୁ (୧୯) ଓ ଖଲ୍ଲିକୋଟ ଥାନା ତୋଟାଗାଁର ନେହରୁ ପାହାନ (୨୩)।

Advertisement