Saturday, October 24, 2026
ADVERTISEMENT
Home ଆଞ୍ଚଳିକ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ବର ପୁଲିସ ଆଉ ୮ଜଣଙ୍କୁ ଗିରଫ କରିଛି।

ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ବର ପୁଲିସ ଆଉ ୮ଜଣଙ୍କୁ ଗିରଫ କରିଛି।

182
ADVERTISEMENT

ବାଲେଶ୍ବର,୨୮/୭(ଡି.ଏଚ୍ ବ୍ୟୁରୋ):-ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ୍ ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ବର ପୁଲିସ ଆଉ ୮ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ଗୋବିନ୍ଦଚନ୍ଦ୍ର ତ୍ରିପାଠୀ ଓ ପଟ୍ଟା ସୁନୀଲ , ଯାଜପୁରର ସୁଶାନ୍ତ କୁମାର ସାହୁ , ବାଲେଶ୍ବର ଜିଲ୍ଲାର ବଟକୃଷ୍ଣ ବେହେରା ଓ ପ୍ରସନ୍ନଜିତ୍ ସାହୁ ,ବିହାରର ବିଶାଲ କୁମାର ଚୌରାସିଆ ଓ ତା’ ସାନଭାଇ ବିକାଶ କୁମାର, ଏବଂ ପଶ୍ଚିମବଙ୍ଗର ବୀରେନ୍ଦ୍ର ସିଂହ ।

Advertisement