Friday, October 23, 2026
ADVERTISEMENT
Home ଆଞ୍ଚଳିକ ଦୋଭଜା ବୋଝେଇ ଟ୍ରକ୍ରୁ ୫୮୭ କିଲୋ ୯୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ ।

ଦୋଭଜା ବୋଝେଇ ଟ୍ରକ୍ରୁ ୫୮୭ କିଲୋ ୯୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ ।

112
ADVERTISEMENT

ବ୍ରହ୍ମପୁର,୨୬/୭(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରାଜନାପଲ୍ଲୀରେ ପୁଲିସର ଚଢ଼ଉ ବେଳେ ଏକ ଦୋଭଜା ବୋଝେଇ ଟ୍ରକ୍ରୁ ୫୮୭ କିଲୋ ୯୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ ହୋଇଛି। ଏବଂ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହୋଇଥିବାବେଳେ ଏଥିରେ ସମ୍ପୃକ୍ତ ଟ୍ରକ୍ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Advertisement