Friday, October 23, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ୱର ରାଜଧାନୀ ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର |

ଭୁବନେଶ୍ୱର ରାଜଧାନୀ ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର |

145
ADVERTISEMENT

ଭୁବନେଶ୍ୱର,୨୪/୭(ଡି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀର ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର | ପାରିବାରିକ କଳହରୁ କେନ୍ଦ୍ର କରି ଉଭୟ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉ ଥିବାବେଳେ ଦମ୍ପତ୍ତିଙ୍କ ଘର କଟକ କନ୍ଦରପୁର ଅଂଚଳର ବୋଲି ସୂଚନା । ଏବଂ ସେମାନେ ସହିଦନଗର ଶାନ୍ତିପଲି ଅଞ୍ଚଳରେ ରହୁଥିଲେ |

Advertisement