Friday, October 23, 2026
ADVERTISEMENT
Home ଆଞ୍ଚଳିକ ନିଜ ପୁଅକୁ ତେଣ୍ଟାରେ ଭୁସି ହତ୍ୟା କଲା ବାପା।

ନିଜ ପୁଅକୁ ତେଣ୍ଟାରେ ଭୁସି ହତ୍ୟା କଲା ବାପା।

174
ADVERTISEMENT

ଜଗତସିଂହପୁର,୨୧/୭(ଡି.ଏଚ୍‌ ବ୍ୟୁରୋ):-ଜଗତସିଂହପୁର ଥାନା ଅଧୀନ ରାଇଦଣ୍ଡା ଗାଁରେ ନିଜ ପୁଅକୁ ତେଣ୍ଟାରେ ଭୁସି ହତ୍ୟା କଲା ବାପା। ମାଙ୍କୁ ମାଡ଼ ମାରିବା ବେଳେ ପୁଅ ବିରୋଧ କରିବାରୁ ବାପା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ସୂଚନା । ଏବଂ ପୁଲିସ ହତ୍ୟାକାରୀ ବାପା ସୁଦର୍ଶନ ଭୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisement