Friday, October 23, 2026
ADVERTISEMENT
Home ଆଞ୍ଚଳିକ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ।

ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ।

138
ADVERTISEMENT

ଜଳେଶ୍ୱର,୧୮/୭(ଡି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗ୍ରାମରେ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ। ପାରିବାରିକ କଳହକୁ କେନ୍ଦ୍ର କରି ଅଭିଯୁକ୍ତ ସ୍ୱାମୀ, ଏଭଳି କାଣ୍ଡ ଭିଆଇ ଥିବାବେଳେ ମୃତକ ସ୍ତ୍ରୀ ହେଉଛନ୍ତି ଲିଲି ଦଣ୍ଡପାଟ। ଏବଂ ଖବର ପାଇଁ ଜଳେଶ୍ୱର ପୁଲିସ ଅଭିଯୁକ୍ତ ସ୍ୱାମୀ ଅର୍ଜୁନ ଦଣ୍ଡପାଟକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Advertisement