Saturday, August 22, 2026
ADVERTISEMENT
Home ଆଞ୍ଚଳିକ ୩୪ଟି ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍।

୩୪ଟି ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍।

117
ADVERTISEMENT

ଭୁବନେଶ୍ୱର,୧୬/୭(ଡି.ଏଚ ବ୍ୟୁରୋ):-ଭୁବନେଶ୍ୱର ବାଣୀବିହାର ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ୩୪ଟି ୱାଗନ୍ ୱାଗନ୍ ଛାଡ଼ି ପଳାଇଥିଲା। ଏବଂ ପଛରୁ ଆସୁଥିବା ବିଶାଖା ଏକ୍ସପ୍ରେସ୍ ଧାରଣାରେ ଛିଡ଼ା ହୋଇଥିବା ୱାଗନ୍ ଠାରୁ ମାତ୍ର ୮୦ ମିଟର ଦୂରରେ ଅଟକି ଯାଇଥିଲା। ଫଳରେ ଏକ ବଡ଼ଧରଣର ଅଘଟଣ ଅଳ୍ପକେ ଟଳି ଯାଇଥିଲା। ଏଥିସହ ପ୍ରାୟ ଦୁଇ ଘଣ୍ଟା ଧରି ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

Advertisement