Saturday, August 22, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ଶହ ପାର୍ କରିସାରିଲାଣି।

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ଶହ ପାର୍ କରିସାରିଲାଣି।

111
ADVERTISEMENT

ଭୁବନେଶ୍ୱର,୧୫/୭(ଡି.ଏଚ ବ୍ୟୁରୋ):-ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ଶହ ପାର୍ କରିସାରିଲାଣି। ଗତକାଲି ସୁଦ୍ଧା ରାଜ୍ୟରେ ୩୦୭ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ଅହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଚଳିତବର୍ଷ କୋରାପୁଟ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ଥିବା ବେଳେ ଖୋର୍ଧା ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

Advertisement