ଭାରସ୍ୟାମ ହରାଇ ବସର ପଛପଟୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ l

114
ADVERTISEMENT

ଜଳେଶ୍ଵର,୧୪/୭(ଡି.ଏଚ ବ୍ୟୁରୋ):-ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅଧୀନ ଆମ୍ବଳିଅଠା ବ୍ରିଜ ନିକଟରେ ଏକ ମାଲ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ବସର ପଛପଟୁ ଧକ୍କା ଦେବା ଫଳରେ ବସଟି ଏକ ଗଛରେ ବାଡ଼େଇ ହୋଇ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ଏଥିରେ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ବସ୍ ର କଣ୍ଡକ୍ଟରଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ।ଉକ୍ତ ବସଟି ଭୁବନେଶ୍ୱରରୁ କୋଲକାତା ଯାଉଥିଲା l

Advertisement