ଦୁଇ ଗଞ୍ଜେଇ ବ୍ୟବସାୟୀ ଗିରଫ, ଗଞ୍ଜେଇ ସହ ନଗଦ ୫୦୭୦ ଟଙ୍କା ଜବତ।

109
ADVERTISEMENT

ଭୁବନେଶ୍ୱର,୦୯/୭(ଡି.ଏଚ ବ୍ୟୁରୋ):-ଭୁବନେଶ୍ୱର ଚୁନୁକୋଳି ବସ୍ତି ଅଞ୍ଚଳରୁ ଇନଫୋସିଟି ଥାନା ପୁଲିସ ଦୁଇ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ପଟିଆ ଅଞ୍ଚଳର ହୋଇଥିବାବେଳେ ସେମାନଙ୍କ ନିକଟରୁ ପୁଲିସ ୨କେଜି ଗଞ୍ଜେଇ ସହି ନଗଦ ୫୦୭୦ ଟଙ୍କା ଜବତ କରିଛି। ଅଭିଯୁକ୍ତଦ୍ବୟ କନ୍ଧମାଳରୁ ଗଞ୍ଜେଇ ଆଣି ଏଠାରେ ବେପାର କରୁଥଲେ।

Advertisement