Tuesday, October 20, 2026
ADVERTISEMENT
Home ଆଞ୍ଚଳିକ ମାତ୍ର ହଜାରେ ଟଙ୍କା ପାଇଁ ନିଜ ୯ ମାସର ଶିଶୁକନ୍ୟାକୁ ବିକିଦେଲା ମା।

ମାତ୍ର ହଜାରେ ଟଙ୍କା ପାଇଁ ନିଜ ୯ ମାସର ଶିଶୁକନ୍ୟାକୁ ବିକିଦେଲା ମା।

174
ADVERTISEMENT

ଖୁଣ୍ଟା,୦୪/୭(ଡି.ଏଚ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାତ୍ର ହଜାରେ ଟଙ୍କା ପାଇଁ ନିଜ ୯ ମାସର ଶିଶୁକନ୍ୟାକୁ ବିକିଦେଲା ମା। ଉକ୍ତ ମାମଲାରେ ସ୍ଥାନୀୟ ପୁଲିସ ଛାନବିନ କରି ଶିଶୁକୁ ଉଦ୍ଧାର କରିବା ସହ ମା ଓ ୪ ଜଣଙ୍କୁ ଗିରଫ କରିଛି।

Advertisement