ଓଡ଼ିଶାର ପୁରପଲ୍ଲୀରେ ଆଜି ଖୁଦୁର କୁଣି ବ୍ରତ ପାଳିତ

233
ADVERTISEMENT

ଗଞ୍ଜାମ ,୧୮/୮(ନରେନ୍ଦ୍ର ଜେନା ) : ଆଜି ଖୁଦୁରୁ କୁଣି ଓଷା ଓଡ଼ିଆ କୁଆଁରୀ ମାନଙ୍କର ଅତି ପୁରାତନ ବ୍ରତ ,ଓଡ଼ିଶାର ପୁରପଲ୍ଲୀରେ ଭଦ୍ରଵ ମାସର ପ୍ରତି ରାବିବାର ଦିନ ପାଳିତ ହୋଇଥାଏ ।ଏହି ବ୍ରତକୁ କୁଆଁରୀମାନେ ମଙ୍ଗଳା ଦେବୀ ଙ୍କ ପାଖରେ ନିଜ ଭାଇ ମାନଙ୍କ ଶୁଭକାମନା ନିମନ୍ତେ ପାଳନ କରିଥାନ୍ତି । ଗାଓଁ ଠାରୁ ସହର ଯାଏଁ ସମସ୍ତ ସାହିରେ ଓଷା କୋଠି ପାଳନ କରାଯାଏ ।ଅନେକ କାଳରୁ ଚାଲି ଆସିଛି ଏହି ପରମ୍ପରା ଏହି ଦିନ ସକାଳୁ କୁଆଁରୀ ଯହିଁ ମାନେ ଖୁଡୁରୀକୁଣି ଠାକୁରାଣୀଙ୍କୁ ଖୁଦ,ଭୁଜା, ଲିଆ,ଉଖୁଡା,କାକୁଡି ଇତ୍ୟାଦି ଭୋଗ କରିଥାନ୍ତି ।

Advertisement