Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ପଞ୍ଚୁକୋଟ ଗ୍ରାମଠାରେ ଟ୍ରକ ଏବଂ କାର ମଧ୍ୟରେ ଧକ୍କା,ତିନି...

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ପଞ୍ଚୁକୋଟ ଗ୍ରାମଠାରେ ଟ୍ରକ ଏବଂ କାର ମଧ୍ୟରେ ଧକ୍କା,ତିନି ଜଣଙ୍କର ମୃତ୍ୟୁ ।

159
ADVERTISEMENT

ଖୋର୍ଦ୍ଧା,୦୨/୧୧(ଡି.ଏଚ୍ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ପଞ୍ଚୁକୋଟ ଗ୍ରାମଠାରେ ଏକ ଆଇଚର ଟ୍ରକ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ଥିବା ତିନି ଜଣଙ୍କର ମୃତ୍ୟୁ । ଏବଂ ଦୁର୍ଘଟଣାରେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ବୋଲଗଡ ଥାନା ପୁଲିସର ଖୋଲତାଡ଼ ଜାରି ।

Advertisement