ସାନଖେମୁଣ୍ଡି ପଞ୍ଚାୟତ ସମିତିରେ ସ୍ୱାଧୀନତା ଦିବସ ପାଳନ

268
ADVERTISEMENT

ସାନଖେମୁଣ୍ଡି ,୧୬/୮ (ଏଜେନସି ): ସାନଖେମୁଣ୍ଡି ପଞ୍ଚାୟତ ସମିତିରେ ୭୩ ତମ ସ୍ୱାଧୀନତା ଦିବସ ପାଳନ ହୋଇଛି । ସାନଖେମୁଣ୍ଡି ବ୍ଲକର ବିଡ଼ିଓ ମୋହଦୟ ଶ୍ରୀଯୁକ୍ତ ଶିବଶଙ୍କର ମିଶ୍ର ପତକା ଉତୋଳନ କରିଥିଲେ। ଶ୍ରୀଯୁକ୍ତ ଶିବଶଙ୍କର ମିଶ୍ର ଅଭିଭାଷଣରେ ଆମେ ଆମ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ନିଜକୁ ଭ୍ରଷ୍ଟାଚାର ମୁକ୍ତ ଦୁର୍ନୀତି ମୁକ୍ତ ମାନବବାଦୀ ସଚ୍ଚା ଦେଶଭକ୍ତଟିଏ ହେବାକୁ ହେବ ବୋଲି ଜାତୀୟ ପତକା ତଳେ ସପଥ ନେଇଥିଲେ । ଏଥି ସହ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ମେଡିକାଲରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ ହୋଇଥିଲା ।

Advertisement