ସନ୍ଦୀପନୀ ଗୁରୁକୁଲ ସ୍କୁଲର ସ୍ୱାଧୀନତା ଦିବସ ଓ ରକ୍ଷା ବନ୍ଧନ ପାଳନ

443
ADVERTISEMENT

ବ୍ରହ୍ମପୁର, ୧୬/୮ (ରାଜେଶ ରଣା ) : ସନ୍ଦୀପନୀ ଗୁରୁକୁଲ ସ୍କୁଲର ଟାଟା କଲୋନୀ ଠାରେ ସ୍ୱାଧୀନତା ଦିବସ ଓ ରକ୍ଷା ବନ୍ଧନ ପାଳିତ । ସମ୍ପାଦକ ଶାନ୍ତନୁ କୁମାର ସାହୁ କରକମଳରେ ୭୩ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ହୋଇଯାଇଛି ।

ପରିଚାଳନା ରବି ବେହେରା ପ୍ରଧାନ ଶିକ୍ଷୟତ୍ରି ଵେଦେଶିନି ମହାରଣା ଶିକ୍ଷକ ଜଗନ୍ନାଥ ରେଡି ଶିକ୍ଷୟିତ୍ରୀ ପ୍ରଜ୍ଞା ମହାରଣା, ଧରିତ୍ରୀ ଶତପଥି, ଗାୟତ୍ରୀ ରେଡି, କୁନ୍ଦନ ସେଠି, ପୂଜା ବେହେରା, ସୁମନ ଗୌଡ଼, ବନିତା ପଣ୍ଡା ଉପରକ୍ତ ସମସ୍ତ ବ୍ୟକ୍ତି ଉପସ୍ଥିତ ରେ ପାଳନ କରାଗଲା ।

Advertisement