
ବ୍ରହ୍ମପୁର,୧୫/୮ (ରାଜେଶ ରଣା ) : ଆଶା ପବ୍ଲିକ ସ୍କୁଲର ସଭାପତି ସିଦ୍ଧାନ୍ତ କୁମାର ମହାନ୍ତିଙ୍କ କରକମଳରେ ୭୩ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ହୋଇଯାଇଛି । ଏଥିରେ ସନମାନୀୟ ଅତିଥି ଭାବେ ଯୋଗ ଦେଇ ସମ୍ପାଦକ ସେବତୀ ପାଢ଼ୀ ଏବଂ ସ୍କୂଲର ଅଧକ୍ଷ ନିବେଦିତା ନାୟକଙ୍କ ଉପସ୍ତିତିରେ ସ୍କୂଲର ଗୁରୁଜୀ କୁଲଦୀପ ବେହେରା, ରମେଶ ମହାରଣା, ନାରାୟଣ ବିଶ୍ଵାଳ, ପ୍ରଦୀପ ଦାଶ, ମଧୁ ସୁଦନ ବେହେରା ଓ ଶିକ୍ଷୟିତ୍ରୀ ସତ୍ୟମା ରେଡି, ସୁମନ ମହାରଣା, ଶିବାନୀ ପାତ୍ର, ଅର୍ଚନା ପାଣିଗ୍ରାହୀ ଓ ଲିଲି ବେହେରା ଓ ସମସ୍ତ ଛାତ୍ର ଛାତ୍ରୀଙ୍କ ଉପସ୍ତିତିରେ ଏବଂ ପରିଚାଳନା ନରସିଂହ ରାଉତଙ୍କ ତତ୍ତ୍ୱବଧାନରେ ସୁଚାରୁ ରୂପେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା

















