ଫିରିଙ୍ଗିଆ ଥାନା ଦ୍ୱାରା ୫0କେ.ଜି ଗଞେଇ ସହ ଗାଡି ଜବତ

260
ADVERTISEMENT

କନ୍ଧମାଳ, ୧୫/୮(ଏଜେନସି ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଶାଡିଙ୍ଗିଆ ପଞ୍ଚାୟତର କଟିରିଙ୍ଗିଆ ଶିମିଳି ସାହି ଠାରେ ଫିରିଙ୍ଗିଆ ପୋଲିସ ଓ ତାଙ୍କ ଟିମର ନେପୋଲିୟନ ସମୟରେ ଏକ ସୁଇଫଟ କାରାରୁ ୫0କେ.ଜି ଗଞ୍ଜେଇ ଜବତ କରିବାସହ ଅଭିଯୁକ୍ତ ସୁରଜ ବେହେରା (୧୫) ବର୍ଷ ମାଇନର୍ କେନ୍ଦୁପଦର ,ଫୁଲବାଣୀ ସଦର, ସୁଜିତ ଭୋଇ (୧୮) ବର୍ଷ ଦାମିଗାଁ ,ଫୁଲବାଣୀ ସଦର, ଡ୍ରାଇଭର ରଞ୍ଜନ ସାହାଣୀ କେନ୍ଦୁପଦର ,ଫୁଲବାଣୀ ସଦରଙ୍କ ସହ ,କାର ନଂ-ଓଆର-୦୨-୭୩୬୭ ଗାଡିକୁ ଫୁଲବାଣୀ ହାଜତରେ ରଖା ଯାଇଛି ।

Advertisement