କନ୍ଧମାଳ, ୧୫/୮(ଏଜେନସି ) : ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତ ବିର ସୁରେନ୍ଦ୍ର ସାଏ କ୍ଲବ ତରଫରୁ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ଏହି ଦିବସରେ ମୁଖ୍ୟ ଅତିଥି ଭାବେ ବାରଖମା ପୂର୍ବତ୍ତନ ସମିତିସଭ୍ୟ ହେରଦ ନାୟକ ଯୋଗଦେଇ ପତାକା ଉତ୍ତୋଳନ କରି ଯୁବ ସମାଜ କିପରି ଆଗକୁ ଯାଇପାରିବ ଏବଂ କୁଇସମାଜର ସଂଗଠନ ବକ୍ତବ୍ୟ ଦେଇ ଉପସ୍ଥିତ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ
















